BREAKING
Loading...
:

ବିପୁଳ ପରିମାଣର ମଦ ସହିତ ଅଟୋ ରିକ୍ସା ଜବତ

 ବିପୁଳ ପରିମାଣର ମଦ ସହିତ ଅଟୋ ରିକ୍ସା ଜବତ

 କଟକ (ମାନସ କୁମାର ସାହୁ) କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପିନାଥପୁରରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଜବତ କରିଥିଲା ବଡ଼ମ୍ବା ପୋଲିସ | ପୋଲିସ ବିଭାଗ ତରଫରୁ ପେଟ୍ରୋଲିଙ୍ଗ ଚାଲୁଥିବା ବେଳେ ଏକ ବିଦେଶୀ ମଦ ଏବଂ ବିଅର ବୋଝଇ ଅଟୋରିକ୍ସାକୁ ଜବତ କରିବା ସହ ଅଟୋ ଚାଳକଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସ   ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS