*୫୦ ଗ୍ରାମ୍ ବ୍ରାଉନସୁଗର ଜବତ , ଦୁଇ ଗିରଫ*
ଭୁବନେଶ୍ୱର (ମଣିଭଦ୍ରା ଖବର) ଅବକାରୀ ଷ୍ଟ୍ରୀଇକିଂ ଫୋର୍ସ ବୁଧବାର ସ୍ଥାନୀୟ ଫାଷ୍ଟଗେଟ ଅଟୋନଗର ଛକରେ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଫାଷ୍ଟ ଗେଟ ଅଞ୍ଚଳର ଶିବ ଭୂୟାଁ ଓ ପ୍ରକାଶ ବେହେରା ନାମକ ଦୁଇ ଯୁବକଙ୍କୁ କାବୁ କରି ସେମାନଙ୍କଠାରୁ ୫୦ ଗ୍ରାମ୍ ବ୍ରାଉନସୁଗର ସହ ୨୫୦୦ ଟଙ୍କା ଜବତ କରିଛି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment