BREAKING
Loading...
:

ମାଆକୁ_ଖୋଜୁଛି_କୁନି_ହାତୀ

 #ମାଆକୁ_ଖୋଜୁଛି_କୁନି_ହାତୀ

କଟକ (ମଣିଭଦ୍ରା ଖବର) କଟକ ଜିଲ୍ଲା ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ବିଟରେ ଏକ ଚାରି ମାସର ଛୁଆ ହାତୀ ଚିକିତ୍ସା ହେଉଛି।ହାତୀଟି ୧୬ ଦିନ ହେବ ଗୋଠରୁ ବାହାରି ବିଟ ଅଧିନରେ ରହି ଚିକିତ୍ସା ହେଉଛି । ପିଠିରେ ଅଳ୍ପ ଆଘାତ ଲାଗିଛି ।ହାତୀ ସ୍କ୍ୱାର୍ଡ ହାତୀର ଚିକିତ୍ସା କରିବା ସହ ତାକୁ ସେରଲାକ୍ ଓ ଲାକ୍ଟ୍ରୋ ଜିନ ଦିନକୁ ୬ ଥର ଖାଇବାକୁ ଦିଆଯାଉଛି ବୋଲି ସୂଚନା ମିଳିଛି ।

ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS