#କୂଅରୁ_ଉଦ୍ଧାର_ହେଲା_ମୂର୍ତ୍ତି
କଟକ (ମାନସ କୁମାର ସାହୁ) ନରସିଂହପୁର ବ୍ଲକ ସ୍ଥିତ ଗୋଡ଼ିବନ୍ଧ ଦକ୍ଷିଣକାଳୀ_ମନ୍ଦିର ରୁ ଜଣେ ଦୁର୍ବୁତ୍ତ ମୂର୍ତ୍ତି ଚୋରି କରି କୂଅରେ ପକାଇ ଦେଇଥିଲେ। କୂଅରେ ମୂର୍ତ୍ତି ପଡ଼ିଥିବା ଖବର ପାଇ କିଛି ସମୟ ପରେ ଘଟଣା ସ୍ଥଳରେ ବାଲିଝରୀ_ଅଗ୍ନିଶମ_ବାହିନୀ ପହଞ୍ଚି ଦୁଇଟି ମୂର୍ତ୍ତି ଉଦ୍ଧାର କରି ଗ୍ରାମବାସୀ ଙ୍କୁ ହସ୍ତାନ୍ତର କରିଥିଲେ । ଖବର ପାଇ କାନପୁର_ପୋଲିସ ମଧ୍ୟ୍ୟ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରା ଉଚରା କରୁଥିବା ର ସୂଚନା ମିଳିଛି ।
ମଣିଭଦ୍ରା ଖବର, କଟକ


Post a Comment