BREAKING
Loading...
:

ଚୋରା ମଦ କାରବାର ଉପରେ ସଟର ପକାଇଲା କୁଜଙ୍ଗ ପୋଲିସି।

 ଚୋରା ମଦ କାରବାର ଉପରେ ସଟର ପକାଇଲା କୁଜଙ୍ଗ ପୋଲିସି।    



 ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଚଟୁଆ ଗ୍ରାମରେ ଘଟିଛି ଏଭଳି ଘଟଣା।ପେଟ୍ରୋଲିଂ କରୁଥିବା ସମୟରେ ଚୋରା ମଦ ବିକ୍ରି ସମ୍ପର୍କରେ ସୂଚନା ପାଇଥିଲେ।ସାଙ୍ଗେ ସାଙ୍ଗେ କୁଜଙ୍ଗ ଥାନା ଅଧିକାରୀ ତପନ କୁମାର ନାହାକ ତପ୍ରତା ସହ ତାଙ୍କ ଟିଇମିକୁ ସଜାଗ ସହ ପଠାଇଥିଲେ।ଏବଂ ଏ .ଏସ.ଆଇ ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଅପରାଧୀକୁ କାବୁକରିଥିଲେ।ଚୋରା ମଦ ବିକୁଥିବା ଆସାମୀ ହେଲେ ଚଟୁଆ ଗ୍ରାମର ଭାବଗ୍ରାହୀଙ୍କ ପୁଅ ସରତ ଚନ୍ଦ୍ର ବାରିକ।ଏହି ସୂଚନା ଆଧାରରେ ପୋଲିସ ଟିମ ଏକ୍ସ ମାମଲା ଚିହ୍ନଟ କରି ଅଭିଯୁକ୍ତ ଶରତ ଚନ୍ଦ୍ର ବାରିକଙ୍କ ନିକଟରୁ ମୋଟ ୬.୨ ଲିଟର ମଦ ଥିବା ଆସ୍କା ୪୦ ବୋତଲ ୩୨ଟି ଜବତ କରିଛି।ଏବଂ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।କୁଜଙ୍ଗ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ଏଭଳି ପ୍ରୟାସ ଯୋଗେ ଆଗକୁ ଏଭଳି ଅପରାଧ କୁ ରୋକାଯାଇପାରିବ ।ଆହୁ ଏକ ଆଲୋଚନା ହେବାର ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅଧିକାରୀ ତପନ କୁମାର ନାହାକ ଯୋଗ ଦେଉ ଦେଉ ଏକମାସ ଭିତରେ ବହୁ କେସେ ର ସ୍ଥାୟୀ ସମାଧାନ କରିବା ଓ ବହୁ ଲୋକଙ୍କୁ ନ୍ୟାୟ ଦେବା ଏବଂ ଖୁସିର ମହଲ ସୃଷ୍ଟି କରିଛି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS