BREAKING
Loading...
:

ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ମଧୂଵନ ନୋଡାଲ ସ୍କୁଲ୍ ରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ହୋଇଯାଇଅଛି। ଡାକ୍ତର ଗାୟତ୍ରୀ ପ୍ରୀୟଦ୍ରଶିନ, ମନୋଜ କୁମାର ନାଏକ,ତୂପ୍ତିରେଖାଦଳେଇ,଼ ପରେଶ କୁମାର ସାହୁ, ତୃପ୍ତି ମୟି ମହାପାତ୍ର ଙ୍କ ତତ୍ବାବଧାନରେ ବହୁ ବୃଦ୍ଧା ଚଖୂଦେଖାଇ ସେମାନଙ୍କୁ ଉପଯୁକ୍ତ ଔଷଧ ଵେଵହରପାଇ ପରାମର୍ଶ ଦେଉଥିଲେ , ସେଥିମଧ୍ୟରୁ ୪ ଢଣ ବେକ୍ତି ଙ୍କୁ କଟକ ବିଡାନାସୀ ରୋଟାରୀ କ୍ଲବ ଠାରେ ଆଖି ଆରୋଗ୍ୟ ପାଇଁ ନେଇ ଜାଇ ସେଠାରେ ଉପସ୍ଥିତ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଚିକିତ୍ସାଳୟ ଚିକିତ୍ସା କରାଯାଇଥିଲା । 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS