BREAKING
Loading...
:

ଘୁଞ୍ଚିଲା OTET ପରୀକ୍ଷା

 



ଘୁଞ୍ଚିଲା OTET ପରୀକ୍ଷା

ଜୁନ୍ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚିଲା*

ଜୁଲାଇ ୫ ତାରିଖରେ OTET ପରୀକ୍ଷା ନେଇ ସୂଚନା ଜାରି,

୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ନ ୨ଟାରୁ ୪ଟା ୩୦ ପେପର-୨,

ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିସାରିଥିଲେ, ଆଉଥରେ ଡାଉନଲୋଡ୍‌ ମନା,

ଜୁନ ୨୮ରେ ଆର୍‌ଆଇ, ଅମିନ ପରୀକ୍ଷା ପଡୁଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା#


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS