BREAKING
Loading...
:

ଆମ୍ ଆଦମୀ ପାର୍ଟି ପରାଜୟ ଭିତରେ ସିଲ୍ ହେଲା ଦିଲ୍ଲୀ ସଚିବାଳୟ, ସବୁ ଦସ୍ତାବିଜ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ...

 *ଆମ୍ ଆଦମୀ ପାର୍ଟି ପରାଜୟ ଭିତରେ ସିଲ୍ ହେଲା ଦିଲ୍ଲୀ ସଚିବାଳୟ, ସବୁ ଦସ୍ତାବିଜ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ...*



ଦିଲ୍ଲୀ (ମଣିଭଦ୍ରା ଖବର) ବିଧାନସଭା ନିର୍ବାଚନ ଭିତରେ ଆପର ପରାଜୟ ଭିତରେ ଦିଲ୍ଲୀ ସଚିବାଳୟକୁ ସିଲ୍ କରାଯାଇଛି । ସୂଚନା ଅନୁସାରେ ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ସରକାରର ଜେନେରାଲ ଆଡମିନଷ୍ଟ୍ରେସନ ଡିପାର୍ଟମେଣ୍ଟ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି କି ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଓ ଅଭିଲେଖାର ସୁରକ୍ଷା ପାଇଁ ଏହି ଅନୁରୋଧ କରାଯାଉଛି କି ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ କୌଣସି ଫାଇଲ, କମ୍ପ୍ୟୁଟର ହାର୍ଡଓ୍ୱେୟାର ବାହାରକୁ ନନେବା ପାଇଁ ନିର୍ଦ୍ଦେଶ ରହିଛି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS