BREAKING
Loading...
:

ବାରବାଟୀରେ ଜିତିଲା ଟିମ୍ ଇଣ୍ଡିଆ

 ବାରବାଟୀରେ ଜିତିଲା ଟିମ୍ ଇଣ୍ଡିଆ 

ଭୁବନେଶ୍ୱର (ମଣିଭଦ୍ରା ଖବର) ବାରବାଟୀରେ ଇଂଲଣ୍ଡକୁ ହରାଇ ଭାରତ ବିପୁଳ ବିଜୟ ଲାଭ କରିଛି । ଇଂଲଣ୍ଡକୁ ୪ ଓ୍ବିକେଟରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ରୋହିତ ଶର୍ମାଂକ ଲଢୁଆ ଶତକ ବଳରେ ଭାରତ ୪୪.୦୪ ଓଭରରେ ୩୦୮ ରନ୍ କରି ବିଜୟ ଲାଭ କରିଛି । ଏଥି ସହିତ ୨-୦ରେ ଅଗ୍ରଣୀ ଲାଭ କରି ଭାରତ ସିରିଜ କବଜା କରିଛି  । ଭାରତ ବିଜୟ ପରେ ସାରା ଭାରତରେ  କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS