*✳️ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ମାଗଣାରେ କରିବେ ଯାତ୍ରା, ଖୁବଶୀଘ୍ର ସରକାର ଆଣିବେ ନୂଆ ନିୟମ l*
▪️ଆଉ ରାଜପଥରେ ଗଲେ ଛିଡା ହେବାକୁ ପଡିବନି ଘଣ୍ଟା ଘଣ୍ଟା ।
▪️ ଦେବାକୁ ପଡିବନି ବାରମ୍ୱାର ଟଙ୍କା । ସବୁ ଝଞ୍ଜଟରୁ ମିଳିବ ମୁକ୍ତି ।
▪️କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନୂଆ ନିଷ୍ପତ୍ତିରେ ଗାଡ଼ି ଚାଳକଙ୍କୁ ମିଳିବ ଆଶ୍ବସ୍ତି ।
▪️ନିୟମ ଅନୁସାରେ, ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଆପଣଙ୍କୁ ଟୋଲଗେଟ୍ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ l
▪️ ଅର୍ଥାତ୍ ଫ୍ରିରେ ଯାତ୍ରା କରିପାରିବେ ଆପଣ ।
▪️ଏହି ଯୋଜନା ଆଧାରରେ ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍ ଟାଇମ୍ ଟୋଲ ପାସ୍ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି ।
▪️ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍ କିଣିପାରିବେ ।
▪️ ଯେଉଁ ପାସ୍ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ ।
▪️ଠିକ୍ ସେମିତି, ୧୫ ବର୍ଷିୟା ଲାଇଫ୍ ଟାଇମ୍ ପାସ କରିବାକୁ ହେଲେ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق