୩ ଟି ପରୀକ୍ଷା କେନ୍ଦ୍ରରେ ନବୋଦୟ ପ୍ରବେଶିକା ପରୀକ୍ଷା।
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ରେ ୩ ଟି ନବୋଦୟ କେନ୍ଦ୍ର ରେ ପ୍ରବେଶିକା ପରୀକ୍ଷା ଶନିବାର ଦିନ ଶାନ୍ତି ଶୃଂଖଳାର ସହିତ ଅନୁଷ୍ଠିତ ହୋଇସାରିଛି। ଖଣ୍ଡପଡ଼ା ସହର ଅଞ୍ଚଳ ଅଧିନ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୧୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୫ ଜଣ ପରିକ୍ଷାର୍ଥୀ ଆବେଦନ କରି ଥିଲେ । ଖଳି ସାହି ସ୍ଥିତ ଶ୍ରୀ ନିଳକଣ୍ଠ ସ୍ଵର ଦେବ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୨ ଜଣ ୬୨ ଜଣ, କଣ୍ଟିଲୋ ନୀଳମାଧବ ନୋଡାଲ ବିଦ୍ୟାଳୟ ରେ ୧୮୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୦ ଜଣ ପରୀକ୍ଷା ଦେଇଥିବା ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର ସୁଚନା ଦେଇ ଛନ୍ତି।ଉକ୍ତ ୩ ଟି ପରୀକ୍ଷା କେନ୍ଦ୍ରରେ ଦେବା ନିମନ୍ତେ ବେବସ୍ଥା ହୋଇଥିବା ବେଳେ ତନ୍ମଧ୍ୟରୁ ୪୪ ଜଣ ଅନୁପସ୍ଥିତ ଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق