BREAKING
Loading...
:

ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ତାଲିମ୍।

 ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ତାଲିମ୍।

ଖଣ୍ଡପଡ଼ା ୧୯,୧(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର), ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ  ଛାତ୍ରୀ ଙ୍କୁ ଆତ୍ମରକ୍ଷା ସମ୍ପର୍କିତ ତାଲିମ୍ କାର୍ଯ୍ୟକ୍ରମ ଗୁରୁବାର ଉଦଘାଟିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଦ୍ଵାରା ନିର୍ଦ୍ଦେଶିତ ଓ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ତତ୍ବାବଧାନରେ ପରିଚାଳିତ ୮ ଦିନିଆ ତାଲିମ୍ ଶିବିର କୁ ଯୁକ୍ତଦୁଇ ଅଧ୍ୟକ୍ଷା ସ୍କିତା ଶେଫାଳୀ ମହାପାତ୍ର ଉଦଘାଟନ କରିଥିଲ। ଅଧ୍ୟାପିକା ତୃପ୍ତି ପ୍ରିୟା ସେଠୀ ,ସହ ଗ୍ରନ୍ଥାଗାରିକ ସୁରେନ୍ଦ୍ର କୁମାର ଖୁଣ୍ଟିଆ ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଶିକ୍ଷକଭାବେ କରିନା ପ୍ରଧାନ ଓ ବିଷ୍ଣୁ ପ୍ରିୟା ମହାପାତ୍ର ଯୋଗଦାନ ଦେଇ ଥିଲେ। ଏଥିରେ ୭ ଟି ଗୃହରେ ଯୁକ୍ତଦୁଇ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନେ ତାଲିମ୍ ନେଉନଥିବା ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS