BREAKING
Loading...
:

ସାମନ୍ତ ଚନ୍ଦ୍ର ଶେଖର ସରକାରୀ ମୁଦ୍ରଣାଳୟ ପ୍ରତି ସରକାରଙ୍କ ଦୃଷ୍ଟି ପଡୁ।

 ସାମନ୍ତ ଚନ୍ଦ୍ର ଶେଖର ସରକାରୀ  ମୁଦ୍ରଣାଳୟ ପ୍ରତି ସରକାରଙ୍କ ଦୃଷ୍ଟି ପଡୁ।    

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବିଶ୍ଵବିଖ୍ୟାତ ଜ୍ୟୋଟିବିଦ୍ ପଠାଣି ସାମନ୍ତଙ୍କ ସ୍ମୁତି ରକ୍ଷା ଉଦେଶ୍ୱରେ ଜନ୍ମ ମାଠି ଖଣ୍ଡପଡ଼ା ଠାରେ 1964 ମସିହାରେ ସାମନ୍ତ ଚନ୍ଦ୍ର ଶେଖର ସରକାରୀ ମୁଦ୍ରଣାୟର ସ୍ଥାପିତ ହୋଇଥିଲା | ସ୍ଥାନିୟ ଡାକ୍ଟର ଖାନା ଛକ ନିକଟରେ ନିଜସ୍ବ ଯାଗା ରେ ଏହି ମୁଦ୍ରଣାଳୟ ସ୍ଥାପିତ କରାଯାଇଥିଲା | ମାତ୍ର ଏବେ ଏହି ମୁଦ୍ରଣାଳୟଟି ପ୍ରତି ବିଭାଗୀୟ ଉଚ୍ଚ କତ୍ରୁ ପକ୍ଷ ଓ ରାଜ୍ୟ ସରକାର କ୍ରମାଗ୍ରତେ ଭାବେ ଅଣ ଦେଖା କରି ଆସୁଥିବାର ଜଣା ପଡ଼ିଛି | କଟକସ୍ଥିତ ମୁଖ୍ୟ ସରକାର ମୁଦ୍ରଣାଳୟ ଅଧୀନରେ ଏହି ସାମନ୍ତ ଚନ୍ଦ୍ର ଶେଖର ସରକାରୀ ମୁଦ୍ରଣାଳୟଟି କାର୍ଯ୍ୟ  କରୁଥିବା ଜଣାପଡିଛି | ଏକଦା  ଏଠା ରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ରେ ବ୍ୟବହୁତ ହୋଇଥିବା ସମସ୍ତ ଫାଇଲ ,ମୂଲ୍ୟ ବାନ କାଗ ନ୍ୟତ ଓ ନଥି ପତ୍ର ଏଠାରେ ଛପା ଯାଇ ରାଜ୍ୟ ର ସମସ୍ତ ଜିଲ୍ଲା କୁ ଯାନ ବହନ ଯୋଗେ ପଠା ଯାଉଥିଲା ।ପ୍ରଥମ କାଯ୍ୟ ରେ ୧୦ ଜଣ କ୍ରମ ଚାରି କାଜ୍ୟରେ ନିୟୋ ଜିତ ହୋଇଥିବା କାର୍ଯ୍ୟଳୟ ରୁ ଜଣାପଡ଼ିଛି। ଆରମ୍ଭ କରି ଥିବା ଏହି ମୁଦ୍ରଣାଳୟ ରେ ପାର୍ବତୀ ସମୟ ରେ ପାଖା ପାଖି ୩୫ ଜଣ କ୍ରମଚାରି କାଜ୍ୟ ରେ ନିୟୋଯିତ ହୋଇଥିବା କାର୍ଯ୍ୟଳୟ ସୂତ୍ର ରୁ ଜଣା ପଡ଼ିଛି । ଏକଦା ଚଳଚଞ୍ଚଳ ଥିବା ଏକ ସରକାରୀ ମୁଦ୍ରଣାଳୟ ରେ ଏବେ ଏକ ରକମର ସ୍ଥାଣୁ  ପାଲ ଟି ଯାଇଥିବା ର ଜଣାପଡ଼ିଛି | ଏଠା ରେ ଦ୍ରଘାବର୍ସ ଧରି କାର୍ଯ୍ୟରକ୍ତ କମଚାରି ମାନେ କାର୍ଯ୍ୟ ରୁ ଅବସର ଗ୍ରହଣ କରିବା ଓ ଅନ୍ୟତ୍ର ବଦଳି ହୋଇଯିବ ପରେ ତାଙ୍କ ସ୍ଥାନ ରେ ଆଉ କାହାରି ଙ୍କୁ ନିଯୁକ୍ତ ଦିଆ ଯାଊନଥିବାରୁ ମୁଦ୍ରଣାଳୟ ରେ ଅଚଳା ବସ୍ତ ସୃଷ୍ଟି ହୋଇ ଥିବାର     ଜଣା ପଡିଛି । ସେହି ମୁଦ୍ରଣାଳୟ ପରିସର ରେ ଥିବା ଯନ୍ତ୍ରପାତି ଗୁଡ଼ିକ ପୁରୁଣା ହୋଇଯାଇଥିବା ବେଳେ ଏହାର ପୁନରୁଦ୍ଧାର ଦିଗରେ ବିଭାଗିୟ ଉଚ୍ଚ କତୃପକ୍ଷ ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ଏବେ ଡିଜିଟାଲ ଯୁଗରେ ପୁରୁଣା ପଦ୍ଦତିରେ ନୂତନ ପ୍ରଣାଳୀର ଯନ୍ତ୍ରପାତି ଲାଗି ଖଣ୍ଡପଡ଼ା ସାମନ୍ତ ଚନ୍ଦ୍ରଶେଖର ମୁଦ୍ରଣାଳୟ ସଂସ୍ଥା କୁ ସୁଚାରୁରୂପେ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ, ସଚିବ, ଓ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପାଳଙ୍କୁ ଖଣ୍ଡପଡ଼ା ସହର ବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS