BREAKING
Loading...
:

ସିଧା ମୂଳା ରେ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ

 ସିଧା ମୂଳା ରେ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ସିଧା ମୂଳା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ରାମ ଦୟା ପରିଷଦ ଆନୁକୂଲ୍ୟରେ ରାମଚରିତ ମାନସ ଓ ନବାନ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ପ୍ରତ୍ୟେକ ଦିନ ସଂଧ୍ୟା କୂଳରେ ସମାଗମ ହେଉଛି। ଆସନ୍ତା ୧୩ ତାରିଖରେ ପୁର୍ଣ୍ଣ ଆହୁତି ଉତ୍ସବ ସହ ରାମଚରିତ ମାନସ କାର୍ଯ୍ୟକ୍ରମର ଉଦ୍ ଯାପନ ହେବ ଵୋଲି ରାମ ଦୟାଲ ବୈଠଖ ର ସଭାପତି ନିରଞ୍ଜନ ପଣ୍ଡା ସମ୍ପାଦକ ଠାରୁ ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS