BREAKING
Loading...
:

ଏମକେସିଜି କ୍ୟାମ୍ପସ ପୁଣି ଅଶାନ୍ତ

  ଏମକେସିଜି କ୍ୟାମ୍ପସ ପୁଣି ଅଶାନ୍ତ

ଭୁବନେଶ୍ଵର (ମଣିଭଦ୍ରା ଖବର) ଏମକେସିଜି କ୍ୟାମ୍ପସ ପୁଣି ଅଶାନ୍ତ। ଶିଶୁ ରୋଗ ବିଭାଗ ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗ ପିଜି ଛାତ୍ର ଓ SRମାନେ ଆକ୍ରମଣ କରିଛନ୍ତି। MBBS ଛାତ୍ରଙ୍କୁ ରାଗିଂ ହେଉଥିବା ନିୟମିତ ଅଭିଯୋଗ ହେଉଥିବା ଗତକାଲି ବିଳମ୍ବିତ ରାତିରେ ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ସଂପୃକ୍ତ ଛାତ୍ର ମାନସିକ ଚାପରେ ଥିବାବେଳେ ସେ ହଷ୍ଟେଲ ଛାତରୁ ଦେଇଁବାକୁ ଉଦ୍ୟମ କରିଥିଲେ। ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ କରିଥିଲେ ବି ଏହାର ସମାଧାନ ହୋଇନାହିଁ। କ୍ୟାମ୍ପସରେ ଅଶାନ୍ତ ବାତାବରଣ ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ପହଞ୍ଚିନଥିବା ସୂଚନା।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS