ବୁଢ଼ାବୁଢ଼ୀ ଘାଟିରେ ତେଲ ଗାଡି ଅଟକି ଯିବାରୁ ଯାତାୟାତରେ ବାଧା
କଟକ (ମାନସ କୁମାର ସାହୁ) ବୁଢାବୁଢୀ ଘାଟିରେ ତେଲ ଗାଡି ଅଟକି ରହିଥିବାରୁ ନରସିଂହପୁର ଅନୁଗୁଳ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଆମ୍ବୁଲାନ୍ସ ସହିତ ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡି ମଟର ଘଣ୍ଟା ଘଣ୍ଟା ଧରି ଅନ୍ଧାର ଶୀତ କାକର ରେ ଅପେକ୍ଷା କରି ଦହଗଞ୍ଜ ହେଉଛନ୍ତି ଲୋକେ, ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବୀ ହେଉଛି ।
ମଣିଭଦ୍ରା ଖବର,କଟକ


Post a Comment