BREAKING
Loading...
:

୨୩ରୁ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ କପ୍

 ୨୩ରୁ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ କପ୍

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ହାଇସ୍କୁଲ ପଡିଆରେ ରଘୁନାଥ ଜୀଉ କ୍ଳବ୍ ଆନୁକୁଲ୍ୟରେ ଆସନ୍ତା ଡିସେମ୍ବର ୨୩ରୁ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ୨୩ ତାରିଖରେ ଭୂବନେଶ୍ବର ବନାମ  ଢେଙ୍କାନାଳ,୨୪ ତାରିଖରେ ଆୟୋଜକ ବେଲପଡାପାଟଣା ବନାମ କଟକ,୨୫ ତାରିଖରେ ଜଗତସିଂହପୁର ବନାମ କାଇପଦର,୨୬ ତାରିଖରେ ଯାଜପୁର ବନାମ ଭୂବନ,୨୭ ତାରିଖରେ ପ୍ରଥମ ସେମିଫାଇନାଲ,୨୮ ତାରିଖରେ ଦ୍ବିତୀୟ ସେମିଫାଇନାଲ ଏବଂ ୨୯ ତାରିଖରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳକୁ ଟ୍ରଫି ସହିତ ୩୧ ହଜାର ଟଙ୍କା ଏବଂ ରନର୍ସଅପ୍ ଦଳକୁ ଟ୍ରଫି ସହିତ ୨୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲିି କ୍ଳବ୍ ତରଫରୁ ସୂଚନା ମିଳିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS