*ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର*
ବାଲେଶ୍ବର( ମଣିଭଦ୍ରା ଖବର) ବିଜେଡି କାଉନ୍ସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର -ରେମୁଣା ୧୧ ନଂ ୱାର୍ଡ କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର*
*କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ*
*-ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁପୁତ୍ରକୁ ଉଦ୍ଧାର କଲେ ଚାଇଲ୍ଡ ଲାଇନ୍.*
*-ଜିଲ୍ଲାପାଳଙ୍କ ପାଖରେ ଜଣେ ପୂର୍ବତନ ସରପଞ୍ଚ ଫେରାଦ ହୋଇଥିଲେ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق