BREAKING
Loading...
:

*ସଲମାନଙ୍କୁ ପୁଣି ହତ୍ୟା ଧମକ -ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ

 


ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ*

*-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ପୁଣି ହତ୍ୟା ଧମକ*

*-ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ୍.*

*-ୱାର୍ଲି ଥାନାରେ ମାମଲା ରୁଜୁ, ପୋଲିସର ଛାନ୍‌ଭିନ୍ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS