BREAKING
Loading...
:

ବାଂଲାଦେଶୀଙ୍କ ବାହୁଡା଼ ଯାତ୍ରା,ଆସାମ CM ହେମନ୍ତ ବିଶ୍ବ ଶର୍ମା ଙ୍କ ମହା ତାଣ୍ଡବ

 


ବାଂଲାଦେଶୀଙ୍କ ବାହୁଡା଼ ଯାତ୍ରା,ଆସାମ CM ହେମନ୍ତ ବିଶ୍ବ ଶର୍ମା ଙ୍କ ମହା ତାଣ୍ଡବ

ଭୁବନେଶ୍ଵର (ମଣିଭଦ୍ରା ଖବର) ଆସାମରେ ଯେତେ ଅବୈଧ ନିର୍ମାଣ ମଣ୍ଡି, ଝୁମ୍ପୁଡ଼ି, ବସ୍ତି, ଗିର୍ଯା, ମସଜିଦ ଥିଲା ବୁଲ୍ଡୋଜର ଲଗେଇ ସବୁ ଗୁଡ଼ିକୁ ସ୍ୱାହା କରି ଦେଇଛନ୍ତି, ପ୍ରାୟ 6000 ପାରିବାର କୁ ବେଘର କରିଛନ୍ତି । ଏବେ ଏମାନଙ୍କ ପାଇଁ କଂଗେସ ଗୁହାଟି କୋର୍ଟ ରେ ଦୟା ଭାବ ଦେଖାଇ କ୍ଷତି ପୂରଣ ପାଇଁ ଦାବୀ କରିଛି, କୋର୍ଟ ଙ୍କ ଜବାବରେ CM ହେମନ୍ତ ବିଶ୍ବ ଶର୍ମା କହିଛନ୍ତି, ନାଗରିକତା ପ୍ରମାଣ କରନ୍ତୁ, ଯଦି ଏମାନେ ଭାରତିୟ ହୋଇଥିବେ,ସବୁ ସହାୟତା ଦିଆ ଯିବ,କାରଣ ଏମାନେ ସବୁ ବଙ୍ଗଳାଦେଶୀ,କୋର୍ଟ କଂଗ୍ରେସ କୁ ପ୍ରମାଣ ପାତ୍ର ପାଇଁ ଦାବୀ କରି କହିଛନ୍ତି, ଯଦି ଏମାନେ ଭାରତିୟ ନୁହନ୍ତି, ତେବେ ରତା ରାତି ଆସାମ ଛାଡ଼ି ବଙ୍ଗଳାଦେଶ ପଳେଇ ଯାଆନ୍ତୁ । ଏହାକୁ ନେଇ ହେମନ୍ତ ବିଶ୍ବ ଶର୍ମା କହିଛନ୍ତି, ଯଦି ଆଜି ରାତି ସୁଧା ଆସାମ ନ ଛାଡନ୍ତି, ପରିଣାମ ଠିକ୍ ସେଇୟା ହେବ, ଯାହା ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ସହିତ ଘଟିଛି । କଂଗ୍ରେସ ର ମୁହଁ ତଳକୁ, ରାହୁଳ ମିଆଁ ଜବାବ ହିନ, ଏବେ ଆସାମରେ ବାଂଲାଦେଶୀଙ୍କ ବାହୁଡ଼ା ଯାତ୍ରା ଆରମ୍ଭ ହୋଇ ସାରିଛି ।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS