BREAKING
Loading...
:

୨/୪ ଦିନରେ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ’*

 *‘୨/୪ ଦିନରେ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ’*


*-ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା*

*-‘ଜିପିଆର୍‌ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆସିବ’*

*-‘ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ’*

*-‘ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନିଷ୍ପତ୍ତି ନେବେ‘*

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

*-’ଯଦି କିଛି ନାହିଁ , ରିପୋର୍ଟ ଆସିବା ପରେ ଏଏସ୍‌ଆଇ ମରାମତି କରିବ.*

Post a Comment

أحدث أقدم
Header ADS