BREAKING
Loading...
:

ଧରାକୋଟ ପଞ୍ଚାୟତ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

 ଧରାକୋଟ ପଞ୍ଚାୟତ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଗଞ୍ଜାମ (ମଣିଭଦ୍ରା ଖବର) ଧରାକୋଟ ପଞ୍ଚାୟତ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ବିଡ଼ିଓ ଡେନିଶ ବେହେରା, ବ୍ଲକ ଉପାଧ୍ୟକ୍ଷ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞଳୀ ସ୍ୱାଇଁ ଏବଂ mp ମହୋଦୟ ଯୋଗ ଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ସମସ୍ତ ସରପଞ୍ଚ,ସମିତି ସଭ୍ୟ,ୱାର୍ଡ ମେମ୍ବର,ପିଓ,cdpo, ବନ ବିଭାଗ ଅଧିକାରୀ ମଧ୍ୟ ଏହି ବୈଠକ ରେ ଯୋଗ ଦେଇଥିଲେ।ପଞ୍ଚାୟତ ସମିତିର ବିଭିନ୍ନ କାର୍ଯ୍ୟ ଉପରେ ଆଲୋକପାତ କରି ତାହା ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ସେ ବିଷୟରେ କହିଥିଲେ। 


ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର

Post a Comment

Previous Post Next Post
Header ADS