ସମିତି ସଭ୍ୟଙ୍କୁ ମରଣାତ୍ମକ ଆକ୍ରମଣ
ଗଞ୍ଜାମ (ମଣିଭଦ୍ରା ଖବର) ହିଞ୍ଜିଳି ତଥା ବେଲଗାଁ ଥାନା ଦୟାପଲ୍ଲୀ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଙ୍କୁ ଆଜି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁବକ ଲୁହା ରଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ବେଲଗାଁ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତି କରାଯାଇଛି । କାରଣ ଅସ୍ପଷ୍ଟ ଥିବା ବେଳେ ବେଲଗାଁ ପୋଲିସ ପ୍ରଶାସନ ଘଟଣାସ୍ଥଳ ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق