ରେପୋ_ରେଟ୍_ଅପରିବର୍ତ୍ତିତ
*-ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI*
*-ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ*
*-୬.୫%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍.*
*-ସୂଚନା ଦେଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ*
*-ରେପୋ ରେଟ୍ ଅପରିବର୍ତ୍ତିତ ଯୋଗୁଁ EMIରେ ପରିବର୍ତ୍ତନ ହେବନି*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق