ମସ୍ଜିଦରେ 'ଜୟ ଶ୍ରୀରାମ' ନାରା ଅପରାଧ ନୁହେଁ; କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ଭୁବନେଶ୍ଵର ( ମଣିଭଦ୍ରା ଖବର) ମସ୍ଜିଦରେ ଜୟ ଶ୍ରୀରାମ ନାରା ଦେବା ଅପରାଧ ନୁହେଁ । କର୍ଣ୍ଣାଟକ ହାଇକୋର୍ଟରେ ଦାୟର ହୋଇଥିବା ଅପରାଧିକ ମାମଲାକୁ ଖାରଜ କରିଛନ୍ତି ଅଦାଲତ । ଖଣ୍ଡପୀଠ କହିଛନ୍ତି, ମସଜିଦରେ 'ଜୟ ଶ୍ରୀରାମ' ଗାନକଲେ କୌଣସି ଧର୍ମର ଧାର୍ମିକ ଭାବନାକୁ ଏବା କୁଠାରଘାତ କରୁନାହିଁ । ତେଣୁ ଏଥିରେ କିଛି ଅସୁବିଧା ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment