BREAKING
Loading...
:

ବାତ୍ୟା ପାଇଁ ଛୁଟି ବାତିଲ*

 *ବାତ୍ୟା ପାଇଁ ଛୁଟି ବାତିଲ*

-୨୪ ଯାଏ BeMC କର୍ମଚାରୀଙ୍କ ଛୁଟି ବାତିଲ

-ବାତ୍ୟାକୁ ନେଇ ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି

-ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗକୁ କରାଗଲା ସଜାଗ

-ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବେ ଡେପୁଟି କମିଶନର

-ବିଇଏମସି ମେୟର ସଂଘମିତ୍ରା ଦଳେଇଙ୍କ ସୂଚନା


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS