BREAKING
Loading...
:

ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ଗଛିତ ବାଲି ତଥା ବାଲି ଭର୍ତ୍ତି ଗାଡି ଜବତ- ୨ ଲକ୍ଷ ୫0 ହଜାର ଟଙ୍କା ଜୋରିମାନା l

 ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ  ଗଛିତ ବାଲି ତଥା ବାଲି ଭର୍ତ୍ତି ଗାଡି ଜବତ-

୨ ଲକ୍ଷ ୫0 ହଜାର  ଟଙ୍କା ଜୋରିମାନା  l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)


ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ  ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ବ ନିରୀକ୍ଷକ ମଣ୍ଡଳ  ବାଲିଟିଗିରି ଠାରେ ଭାରି ମାତ୍ରାରେ ବେନିୟମ ଗଛିତ ବାଲି ତଥା ଉକ୍ତ ସ୍ଥଳରେ ବାଲି ଭର୍ତ୍ତି ଗାଡି ଜବତ କରାଯାଇ ଜୋରିମାନା ବାବଦକୁ ୨ ଲକ୍ଷ ୫0 ହଜାର  ଟଙ୍କା ଆଦାୟ କରାଯାଇଥିବା ସୋନପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ  ସୂଚନା ପ୍ରଦାନ କରାଯାଇଛି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS