୨ ନିଖୋଜ SPOଙ୍କ ମୃତଦେହ ଉଦ୍ଧାର ।
ଜମ୍ମୁ କଶ୍ମୀର କିସ୍ତୱାରରୁ ୨ ନିଖୋଜ SPOଙ୍କ ମୃତଦେହ ଉଦ୍ଧାର ।
ଉଭୟଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିବା ନେଇ ସୂଚନା ।
ବାବି ଚାନ୍ଦ ଓ ରଶପାଲ କୁମାରଙ୍କ ଗୁଳିବିଦ୍ଧ ଶରୀର ଜଙ୍ଗଲରୁ ଉଦ୍ଧାର ।
ବୁଧବାର ଧର୍ମା ମାରୱାର ଆର୍ମି କ୍ୟାମ୍ପକୁ ଫେରିବା ବେଳେ ନିଖୋଜ ଥିଲେ ।
ଆତଙ୍କୀଙ୍କୁ ଧରିବା ପାଇଁ ସୁରକ୍ଷାବଳଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment