ଡିସେମ୍ବର ୨୬ ଓ ୨୭ରେ SI ପରୀକ୍ଷା,
ବଡ଼ ଘୋଷଣା; ଡିସେମ୍ବର ୨୬,୨୭ରେ ହେବ । ପୋଲିସ SI ପରୀକ୍ଷା
ନେଇ ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ OUSSSC ଅଧକ୍ଷ ।
୨୬ ତାରିଖ ପ୍ରଥମ ସିଟିଂରେ ଲାଙ୍ଗୁଏଜ ପରୀକ୍ଷା, ସକାଳ ୧୦ରୁ ସାଢ଼େ ୧୧ ।
୨୬ରେ ଦ୍ୱିତୀୟ ସିଟିଂ ଜେନେରାଲ ଷ୍ଟଡିଜ; ସାଢ଼େ ୧ରୁ ସାଢ଼େ ୪ଟା
୨୭ରେ କେବଳ ଷ୍ଟେସନ ଅଫିସର (ଫାୟାର ସର୍ଭିସ୍) ପରୀକ୍ଷା ।
ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ।
୨୭ ତାରିଖ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment