ପୁଅର ଅଙ୍ଗଦାନ କରି ମହାନତା ଦେଖାଇଲେ ବଡମ୍ବା ବିଶ୍ୱମ୍ବରପୁର ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ପରିବାର
ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବଡମ୍ବା ବିଶ୍ୱମ୍ବରପୁର ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ପୁଅ ଜଗନ ବେହେରା (୨୪)ବର୍ଷ । କିଡ଼ନୀ, ଲିଭର ଓ ହାର୍ଟ ଆଦି ଏକାଧିକ ଅଙ୍ଗ ଦାନ କରିଥିବାରୁ ସହିଦ ମାନ୍ୟତା ଦେଇ ସରକାରଙ୍କ ତରଫରୁ ଆଜି ବିଶ୍ୱମ୍ବର ପୁର ଗ୍ରାମ୍ୟ ସ୍ମଶାନ ଠାରେ ସମ୍ମାନ ଜନକ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେଠାରେ ଉପସ୍ଥିତ ଥିଲେ ବଡ଼ମ୍ବା ଥାନା ଅଧିକାରୀ ପରମାନନ୍ଦ ନାୟକ ଓ ତହସିଲଦାର ସସ୍ମିତା ସତପଥୀ , ବଡ଼ମ୍ବା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ ପଟ୍ଟନାୟକ ଓ ରୟାଲ୍ କ୍ଲବର ସମସ୍ତ ଯୁବକ ମାନେ...
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment