କଟକ ବାଲିଯାତ୍ରାରେ ରାଷ୍ଟ୍ରପତି ମୁଖ୍ୟଅତିଥି
କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆସନ୍ତା ୨୪ ତାରିଖ ସଂଧ୍ୟାରେ ଉଦ୍ଘାଟନ କରିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ଯୋଗଦାନ ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ।
ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ଯାଏଁ ହେବ ବାଲିଯାତ୍ରା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର , ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment