ଭୁଲ୍ ଥିଲେ ମିଳିବନି ସରକାରୀ ସେବା !
ଆପଣଙ୍କ ଆଧାର କାର୍ଡରେ ଜଦିନାମ ଭୁଲ୍ ଅଛି , ସ୍ପେଲିଂ ଭୁଲ୍ ହୋଇଛି ଅବା ସାଙ୍ଗିଆ ବଦଳାଇବାକୁ ଚାହୁଁଛନ୍ତି କିମ୍ବା ବିବାହ ପରେ ନାମ ସଂଶୋଧନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବର। UIDAI ଜାରି କରିଛି ନୂଆ ମାର୍ଗଦର୍ଶିକା। ଏଣିକି ସବୁ ନାମ ସଂଶୋଧନ ପାଇଁ ଗେଜେଟ୍ ନୋଟିଫିକେସନ୍ ଦରକାର ପଡ଼ିବ ନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment