*ପର୍ଯ୍ୟଟକଙ୍କ ପାଇଁ ହରିଶଙ୍କର ମନା*।
ବାତ୍ୟା ଅକୱାନ: ପର୍ଯ୍ୟଟକଙ୍କ ପାଇଁ ହରିଶଙ୍କର ମନା.
ବଲାଙ୍ଗିରର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କରରେ କଟକଣା ।
୨୦ ଓ ୨୧ ତାରିଖ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ।
ହରିଶଙ୍କର ମନ୍ଦିର ସହ ଆଖପାଖ ଅଞ୍ଚଳ ପର୍ଯ୍ୟଟକଙ୍କ ପାଇଁ ମନା ।
ଜଳପ୍ରପାତରେ ଗାଧୋଇବା, ଗନ୍ଧମାର୍ଦ୍ଦନ ପାହାଡ଼ରେ ଟ୍ରେକିଂ ନିଷେଧ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment