BREAKING
Loading...
:

ରତନପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଇ-ଅଟୋ ଚାଳକ ଗିରଫ

 ରତନପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଇ-ଅଟୋ ଚାଳକ ଗିରଫ



ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତନପୁର ନିକଟ NH-59ରେ ଇ-ଅଟୋ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ନବୀନ ପୋଲାଇଙ୍କୁ ଚିକିତ୍ସା ପାଇଁ MKCG ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାରେ ବ୍ରହ୍ମପୁର ସଦର ପୋଲିସ କେସ୍ ନଂ-୬୦୪ ରୁଜୁ କରି ଇ-ଅଟୋ ଜବତ କରିଛି। ଅଭିଯୁକ୍ତ ଚାଳକ କାହ୍ନୁଚରଣ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS