BREAKING
Loading...
:

ମଝି ସମୁଦ୍ରରୁ ୩ହଜାର କୋଟିର ଡ୍ରଗ୍ସ ଜବତ

 



ମଝି ସମୁଦ୍ରରୁ ୩ହଜାର କୋଟିର ଡ୍ରଗ୍ସ ଜବତ ।

ସମୁଦ୍ରରେ ବଡ଼ ଧରଣର ନିଶା କାରବାରର ପର୍ଦ୍ଦାଫାସ ।

ଇରାନ୍‌ର ଏକ ବୋଟ୍‌ରୁ ୫୨୬ କେଜିର ଡ୍ରଗ୍ସ ଜବତ ।

ଲକ୍ଷାଦୀପ ନିକଟରୁ ଧରିଲା ତଟରକ୍ଷୀ ବାହିନୀ ଓ ଗୁଜରାଟ ATS ।

ବୋଟ୍‌ରେ ଥିବା ୫ ପାକିସ୍ତାନୀ ନାଗରିକ ଅଟକ ।

ଅନ୍ତର୍ଜାତୀୟ ବଜାରରେ ଜବତ ଡ୍ରଗ୍ସର ମୂଲ୍ୟ ୩ ହଜାର କୋଟି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS