BREAKING
Loading...
:

ତାଳଦଣ୍ଡା କେନାଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

 ତାଳଦଣ୍ଡା କେନାଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ



 କଟକର ତାଳଦଣ୍ଡା କେନାଲରୁ ଅଗ୍ନିଶମ ବାହିନୀ ଏକ ମୃତଦେହ ଉଦ୍ଧାର କରିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରି ଘଟଣାସ୍ଥଳରେ ଉପସ୍ଥିତ ପରିବାର ସଦସ୍ୟଙ୍କ ସାମ୍ନାରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହାପରେ ପୁଲିସ ପକ୍ଷରୁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS