ଖୁବଶୀଘ୍ର ପୋଲିସ SI ପରୀକ୍ଷା ଘୋଷଣା ।
ମିଳିତ ପୁଲିସ୍ ସେବା ପରୀକ୍ଷା । (CPSE)-୨୦୨୪ ପାଇଁ ଖୁବ ଶୀଘ୍ର ଘୋଷଣା ।
ଏନେଇ ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗଙ୍କ ପ୍ରେସ୍ ବିଜ୍ଞପ୍ତି,
ପ୍ରାପ୍ତ ଆବେଦନପତ୍ରକୁ ବିଚାରକୁ ନେଇ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ,
ଆବଶ୍ୟକ ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରାଯାଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق