BREAKING
Loading...
:

FBI ମୋଷ୍ଟ୍ୱ ଓ୍ବାଣ୍ଟେଡ ତାଲିକାରେ ଗୋଲ୍‌ଡି ବାର

 



FBI ମୋଷ୍ଟ୍ୱ ଓ୍ବାଣ୍ଟେଡ ତାଲିକାରେ ଗୋଲ୍‌ଡି ବାର।

ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ୱାଣ୍ଟେଡ୍ ତାଲିକାରେ ଗୋଲ୍‌ଡି ବ୍ରାର୍‌ ।

FBIର ମୋଷ୍ଟ ୱାଣ୍ଟେଡ୍‌ ପଳାତକ ତାଲିକାରେ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବ୍ରାର୍‌ ।

ଗିରଫ କରାଇବାରେ ସାହାଯ୍ୟ କଲେ ୯ କୋଟିର ପୁରସ୍କାର ରାଶି ଘୋଷଣା ।

ସତୀନ୍ଦରଜିତ ସିଂହ ଓରଫ୍ ଗୋଲ୍‌ଡି ବିରୋଧରେ ରହିଛି ବିଭିନ୍ନ ସଙ୍ଗୀନ ମାମଲା ।

ଆମେରିକାରେ ରହି ଲୋରେନ୍ସ ବିଷ୍ଣୋଇର ସିଣ୍ଡିକେଟ୍ ସମ୍ଭାଳୁଥିଲା ଗୋଲ୍‌ଡି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS