BREAKING
Loading...
:

ରାଜଧାନୀରେ ସିରିଜ ଦୁର୍ଘଟଣା ।

 



ରାଜଧାନୀରେ ସିରିଜ ଦୁର୍ଘଟଣା ।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପଳାଶୁଣିରେ ସିରିଜ ଦୁର୍ଘଟଣା ।

୩ କାର ୨ ବାଇକ ଭାଙ୍ଗି ଚୁରମାର୍; ୫ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ।

ଦାମି କାର୍‌ରେ ନିଶାସକ୍ତ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ

ଦ୍ରୁତଗତିରେ ଆସି ରାସ୍ତାରେ ଯାଉଥିବା କାର୍‌ ଓ ବାଇକକୁ ଦେଲା ଧକ୍କା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS