ସୁଭାଷ ସଂଗଠନ ତରଫରୁ SCB ର ଅବ୍ୟବସ୍ଥା ସୁଧାର ନଆସିବା ଯାଏ ଦୁଇଘଣ୍ଟିଆ ଧାରଣା ଦିଆଯିବ ବୋଲି ଅଧକ୍ଷଙ୍କୁ ଲିଖିତ ଚେତାବନୀ ଦିଆଗଲା, ଆସନ୍ତା ସୋମବାର 6/9/26 ରୁ ସଂଗଠନ ନିମ୍ନଲିଖିତ ଲିଖିତ ମୁଦା କୁ ନେଇ ଧାରଣାରେ ବସିବ,
1)ଆମ୍ବୁଲାନ୍ସ ଅବ୍ୟବସ୍ଥା ର ସୁଧାର କେବେ ହେବ, ପ୍ରତେକ ଦିନ ମହାପ୍ରଣୟ ପାଇଁ ଲୋକ ହଇରାଣ ହେଉଛନ୍ତି କିନ୍ତୁ ଏହାର ସମାଧାନ ବାଟ କିଛି ବାହାରୁନାହିଁ, ଆଉ 108 ଆମ୍ବୁଲାନ୍ସ ଗୁଡିକ ର ରକ୍ଷଣା ବ୍ୟାଖାନ ର ଅଭାବ ରହୁଛି,
2) ଟ୍ରମା ଓ ନନ ଟ୍ରମା କାଜୁଏଲଟି ରେ ରୋଗୀ ସେବାରେ ସୁଧାର ଅସୁନାହିଁ,ରୋଗୀ ଘଣ୍ଟା ଘଣ୍ଟା ଧରି ପଡିରହୁଛି ଓ ସବୁ ଜରୁରୀ କାଳୀନ ଡାକ୍ତର ଙ୍କ ଅନୁପସ୍ଥିତି ପାଇଁ ସେବାରେ ଅବହେଳା ହେଉଛି,
3)ନିରାମୟ ରେ ରୋଗୀଙ୍କୁ ସବୁ ଔଷଧ ମିଳୁନାହିଁ ଯାହା ଦ୍ୱାରା ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡିରେ ରହିଲା ପାଇଁ ନିରାଶ ହେଉଛନ୍ତି,
4)SCB ରେ ଦଲାର ଓ ଚୋରଙ୍କର ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି, ସିସି କ୍ୟାମେରେ ଓ ମାତ୍ରା ଅଧିକ ସୁରକ୍ଷା କର୍ମୀ ଥିବା ସତ୍ୟ ପ୍ରତେକ ଦିନ ରୋଗୀ ହଇରାଣ ହେଉଛନ୍ତି,
ଏସବୁ ଅବ୍ୟବସ୍ଥା ସୁଧାର ନଆସିବା ଯାଏ ଆମ୍ଭ ପ୍ରତେକ ଦିନ 10am ରୁ 12 pm ପର୍ଯ୍ୟନ୍ତ ଧାରଣା ରେ ବସିବ, ଅଜିର କାଯ୍ୟକ୍ରମ ରେ ପ୍ରତିଷ୍ଠାତା ଓ ସଭାପତି ସୁରେଶ ମିହାନ୍ତି ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, ରକେଶ ବସ୍ତିଆ, ଏସ ଫଗୁଆ,ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ପ୍ରତିଷ୍ଠାତା ତଥା ସଭାପତି ସୁରେଶ ମହାନ୍ତି, ସନ୍ତୋଷ ମହାନ୍ତି, ସୁରେଶ ଭୁଆଁ, ଭବାନୀ ମହାପାତ୍ର,ଅର୍ଣ୍ଣଡା ପ୍ରସାଦ ଦାଶ, ,ହରେକୃଷ୍ଣ ନାୟକ,କାର୍ତିକ କୁମାର ସାହୁ,
ବିବେକ ସେନାପତି,ସଂଗ୍ରାମ ବ୍ରମ୍ହା, , ହରେରାମ ସାହୁ, ପ୍ରଶାନ୍ତ ମହାରଣା,ଉପେନ୍ଦ୍ର ମହାରଣା, ଅଜିତ କୁମର ଦାସ, ଜିତେନ୍ଦ୍ର ତ୍ରିପାଠୀ ପ୍ରମୁଖ ରଜନୀକାନ୍ତମିହାନ୍ତି, ମନୋଜ କୁମାର ଦାଶ, ଦିପୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ,
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق