BREAKING
Loading...
:

୧୫୫ କଇଁଛ ଉଦ୍ଧାର

 



୧୫୫ କଇଁଛ ଉଦ୍ଧାର ।

ମାଲକାନଗିରି: ଅଟୋ ସହ ୧୫୫ଟି ଜୀବନ୍ତ କଇଁଛ ଉଦ୍ଧାର ।

ତାମସା ନିକଟରେ ପାଟ୍ରୋଲିଂ ବେଳେ ଜବତ କଲା ବନବିଭାଗ ।

ଡ୍ରାଇଭର ଫେରାର୍‌, କେଉଁଠିକୁ କଇଁଛ ଚାଲାଣ ହେଉଥିଲା ଜଣାପଡ଼ିନାହିଁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS