BREAKING
Loading...
:

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ

 



ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ ।

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନର ଆକ୍ରମଣ ।

ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଇରାନର ଆକ୍ରମଣ ।

ଜାହାଜଟି ଅବୈଧ ପଥ ଦେଇ ପାର ହେବାକୁ ଚେଷ୍ଟା କଲା ବେଳେ ଆକ୍ରମଣ ।

ଆମେରିକୀୟ ସେନାର ପ୍ରରୋଚନାରେ ଜାହାଜ ପଥ ବଦଳାଉଥିବା ଇରାନର ଦାବି ।

ହର୍ମୁଜ ପ୍ରଣାଳୀରେ ଅବୈଧ ଯାତ୍ରା ପାଇଁ ଚେତାବନୀ ଦେଲା IRGC ।

ଅବୈଧ ଯାତ୍ରାର ପରିଣାମ କେବଳ ଜାହାଜର ଧ୍ୱଂସ ବୋଲି କହିଲା ଇରାନ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS