BREAKING
Loading...
:

ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିର ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।

 *ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିର ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।* 



 *ବ୍ରମ୍ହପୁର ,ହୋଷ୍ଟେଲରେ ଦୂଷିତ ପାଣି ପିଇବା ଯୋଗୁଁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି, ଏନେଇ ସାମ୍ବାଦିକ ସମ୍ମିଳନୀରେ ଗତକାଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ହୋଷ୍ଟେଲ ଦୂଷିତ ପାଣି ଯୋଗୁଁ ଗୋଟେ ନିରୀହ ଛାତ୍ରର ମୃତ୍ୟୁ ଘଟିଛି । ପ୍ରଶାସନ, ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ରହିଛି ।କାରଣ ବହୁ ପିଲା ମାନଙ୍କ ଜୀବନ ବାଜି ଲାଗୁଛି। ନ ହେଲେ ବହୁ ନିରୀହ ଅଭିଭାବକ ନିଜ ଛୁଆଙ୍କୁ ହରାଇବେ। ତଦନ୍ତ ସହିତ  ସମସ୍ତ ଘରେଇ ଅକାର୍ଯ୍ୟାନୁଷ୍ଠାନ ମାନଙ୍କ ଗୁଣବତ୍ତା ଯାଞ୍ଚ ହେବା ଆବଶ୍ୟକ ରହିଛି। ଛାତ୍ରଛାତ୍ରୀ ଙ୍କ ଜୀବନ ସହିତ ଖେଳିବା ବନ୍ଦ ହେବ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 


Post a Comment

أحدث أقدم
Header ADS