Home ଡକାୟତି ଯୋଜନା ପଣ୍ଡ: ୫ଗିରଫ Debi Prasad Dash September 19, 2026 0 *ଡକାୟତି ଯୋଜନା ପଣ୍ଡ: ୫ଗିରଫ*ରାଜଧାନୀରେ ଡକାୟତି ଯୋଜନା ପଣ୍ଡ: ୫ ଜଣଙ୍କୁ ବାନ୍ଧିଲା ମୈତ୍ରୀବିହାର ପୋଲିସ ।୨୦୦ ଫୁଟିଆ ରାସ୍ତା କଡରେ କରୁଥିଲେ ଡକାୟତି ଯୋଜନା ।କଟୁରୀ, ଲଙ୍କାଗୁଣ୍ଡ, ଲୁହାରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ।ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment