BREAKING
Loading...
:

ଜିଲ୍ଲା ବୁଲିବେ ସଚିବ ଅଧିକାରୀ...

 



*ଜିଲ୍ଲା ବୁଲିବେ ସଚିବ ଅଧିକାରୀ...*

* ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ।

* ଏନେଇ ଉନ୍ନୟନ କମିଶନର ଦେଓରଞ୍ଜନ ସିଂହଙ୍କ ଚିଠି ।

* ଅକ୍ଟୋବର ଯାଏଁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ।

* ୨/୩ ଦିନିଆ ଗସ୍ତ କରିବେ, ଗୋଟିଏ ରାତି ଜିଲ୍ଲା/ଉପଖଣ୍ଡ ମୁଖ୍ୟାଳୟରେ ରହିବେ ।

* ରାଜ୍ୟ ସରକାରୀ ଓ କେନ୍ଦ୍ର ପ୍ରାୟୋଜିତ ଯୋଜନାର କାର୍ଯ୍ୟକାରିତା ଦେଖିବେ ।

* ଜିଲ୍ଲା ମୁଖ୍ୟ ହସ୍ପିଟାଲ, PHC/CHC ଯାଇ ରୋଗୀ ସେବା ଅନୁଧ୍ୟାନ କରିବେ ।

* କୌଣସି ଦୁର୍ଗମ ଅଞ୍ଚଳ ଅଚାନକ ଗସ୍ତ କରି ସ୍ଥିତି ପରଖିବେ ।

* ଗ୍ରାମପଞ୍ଚାୟତକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିପାରିବେ ।

* ୩୦ ଜିଲ୍ଲା ପାଇଁ ୩୦ IAS ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କଲେ ଉନ୍ନୟନ କମିଶନର ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS