ଘରେ ଘରେ ତ୍ରିରଙ୍ଗା ଅଭିଯାନ ।
ରାଜ୍ୟବ୍ୟାପୀ ଆୟୋଜିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ।
ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତ୍ରିରଙ୍ଗା ଅଭିଯାନ ।
ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଅନୁଦାନ ।
ଦେଶ ମାତୃକାର ବନ୍ଦନାରେ ଓଡ଼ିଶାବାସୀ ସାମିଲ ହେବା ପାଇଁ ଆହ୍ବାନ ।
ତ୍ରିରଙ୍ଗା ଆମ ପରିଚୟ ଓ ଆମ ସ୍ୱାଭିମାନ କହିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق