ଗଂଜାମ,
ପୋଲସରା ପୋଲିସ ପ୍ରଶାସନର ସୋଡକ ଗାଁ ପ୍ରତାପ ଭଂଜ ସାମନ୍ତରାଙ୍କ ଘରେ ଅଚାନକ ଚଢାଉ ।
ଦୁଇଟି ଦେଶି ବନ୍ଧୁକ ସହ ଗୋଟିଏ ଭଙ୍ଗା ବନ୍ଧୁକ , ଗୋଟିଏ ଏୟାର ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ ।
ଦେଶି ବନ୍ଧୁକ ତିଅ।ରି କରି ବିକ୍ରି କରୁଥିଲା ଗିରଫ ବ୍ୟକ୍ତି ଜଣକ ।
ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ଡ଼ଟ୍


إرسال تعليق