BREAKING
Loading...
:

କଟକ ଚୌଦ୍ୱାର ଜେଲ୍‌ର ୫ କଏଦୀ HIV ପଜିଟିଭ




 କଟକ ଚୌଦ୍ୱାର ଜେଲ୍‌ର ୫ କଏଦୀ HIV ପଜିଟିଭ ।

ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ ।

ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଛନ୍ତି, ଅନ୍ୟ ୩ ବିଚାରାଧୀନ କଏଦୀ ,

ଏ ନେଇ ସୂଚନା ଦେଲେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ।

ସେମାନଙ୍କୁ ଜେଲ୍‌ର ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି’ ।

ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS