*ଖଣ୍ଡା ଭୁଜାଲି ଧରି ଗୋଡ଼ାଗୋଡ଼ି*।
ଭୁବନେଶ୍ୱର: ବୁଦ୍ଧ ପାର୍କ ନିକଟରେ ଖଣ୍ଡା, ଭୁଜାଲି ଧରି ଗୋଡ଼ାଗୋଡ଼ି ।
ଦୁଇ ପକ୍ଷ ଝଗଡ଼ାରୁ ହାତରେ ଖଣ୍ଡା ଓ ଭୁଜାଲି ଧରି ବୁଲିଲେ ଯୁବକ ।
ଯୁବକଙ୍କ ଦୌରାତ୍ମ୍ୟ ଦେଖି ଚନ୍ଦ୍ରଶେଖରପୁର ଅଂଚଳବାସୀ ଭୟଭୀତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق