BREAKING
Loading...
:

ବିକ୍ରମ ପଣ୍ଡାଙ୍କ ଜାମିନ ରାୟ ସଂରକ୍ଷିତ

 



ବିକ୍ରମ ପଣ୍ଡାଙ୍କ ଜାମିନ ରାୟ ସଂରକ୍ଷିତ ।

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ।

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଶୁଣାଣି ଶେଷ ।

ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ।

ପୂର୍ବରୁ ଶୁଣାଣି ଶେଷ ହୋଇଥିଲେ ବି ଆଜି ସାନି ଶୁଣାଣି ହେଲା।

ଚାର୍ଜସିଟ ଦାଖଲ ହୋଇଥିବାରୁ ଆବେଦନର ସାନି ଶୁଣାଣି ହେଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS